www.samajalive.in
Monday, December 15, 2025
27.1 C
Bhubaneswar

ଗଞ୍ଜାମ: ଦେବୀଙ୍କ ପୀଠରେ ନବରାତ୍ରି ପୂଜା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଂଚଳରେ ଗୁରୁବାରଠାରୁ ବିଭିନ୍ନ ଦେବୀ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଫଳରେ ଏହି ସବୁ ଅଂଚଳ ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ସେଥିମଧ୍ୟରୁ ଗଞ୍ଜାମ ସହରସ୍ଥିତ ଦୁର୍ଗା ଦେବୀ ସାହିରେ ଅବସ୍ଥିତ ମା’ ଦୁର୍ଗାଙ୍କ ପୀଠରେ ପବିତ୍ର ନବରାତ୍ରି ପୂଜା ଆରମ୍ବ ହୋଇଛି। ପ୍ରତେକ ଦିନ ମା’ଙ୍କ ପାଖରେ ସନ୍ଧ୍ୟା ଆଳତି, ବାହ୍ୟ କୁମ୍ଭ ପୂଜା, ଚଣ୍ଡିପାଠ,ହୋମ, ମହାପୂଜା ସହିତ ମା’ଙ୍କ ପ୍ରତ୍ୟହ ଅଭିନଵ ରୂପ ଦର୍ଶନ କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରେ ମହାଲକ୍ଷ୍ମୀ, ସରସ୍ବତୀ, ବନଦୁର୍ଗା, ମାତାଙ୍ଗୀ, ନାରାୟଣୀ, ଉଗ୍ରତାରା, ଭୁବେନେଶ୍ୱରୀ, ମହିଷାମର୍ଦ୍ଦିନୀ, ଶିବାରୁଢ଼କ୍ଷ, ଦଶହରା ପର୍ବ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦେବୀଙ୍କ ମନ୍ଦିର ମଧ୍ୟରେ ବୁଢ଼ୀ ଠାକୁରାଣୀ, ପଳାକାଶୁଣୀ, ପୁଇଁତଳାର ମା’ କନକ ଦୁର୍ଗା, କୁଶପଲ୍ଲୀସ୍ଥିତ ଚାମୁଣ୍ଡା ମନ୍ଦିର, ପୁରୁଣା ବନ୍ଧର ଗଙ୍ଗାଦେବୀ ପୀଠରେ ନବରାତ୍ରି ପୂଜା ମହାସମାରୋହ ରେ ପାଳିତ ହେଉଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories