www.samajalive.in
Saturday, December 6, 2025
19.1 C
Bhubaneswar

କାର୍‌ କିଣିବେ କି? ଅକ୍ଟୋବରରେ ଏହି କମ୍ପାନୀ ଆଣିଛି ବମ୍ପର ରିହାତି, ଆକର୍ଷଣୀୟ ଅଫର୍‌, କାର୍‌ ପିଛା ଲକ୍ଷ ଲକ୍ଷ ଟଙ୍କା କମ୍‌..

ନୂଆଦିଲ୍ଲୀ : ଆପଣ କାର୍‌ କିଣିବାକୁ ଚାହୁଁଛନ୍ତି କି? ତେବେ କମ୍ପାନୀ ଆଣିଛି ଆକର୍ଷଣୀୟ ଅଫର୍‌ । ଦୀପାବଳି ପୂର୍ବରୁ କାର୍‌ କ୍ରେତାଙ୍କ ପାଇଁ ଅକ୍ଟୋବରରେ କାର୍‌ କମ୍ପାନୀ ଓ ଡିଲରସିପ୍‌ ବଡ ରିହାତି ସହ ଆଣିଛନ୍ତି ଆକର୍ଷଣୀୟ ଅଫର୍‌ । ଏହି ସମୟରେ କାର୍‌ କିଣିବାକୁ ଚାହିଁଲେ ଆପଣ ଲାଭବାନ୍‌ ହେବେ । ତେବେ ଜାଣନ୍ତୁ କେଉଁ କାର୍‌ କିଣିଲେ କିଣିଲେ କେତେ ରିହାତି ମିଳିବ..
ଦୀପାବଳି ପୂର୍ବରୁ ଅନେକ କାର୍‌ ନିର୍ମାତା କମ୍ପାନୀ ବମ୍ପର ରିହାତି ଓ ଅଫର୍‌ ଆଣିଛନ୍ତି । ଅକ୍ଟୋବର ୨୦୨୪ରେ ଏହି କାର୍‌ରେ ଆକର୍ଷଣୀୟ ଅଫର୍‌ ପାଇବେ..

ଟାଟା ସଫାରୀ- ଏହି ଏସୟୁଭିରେ ୧.୬୫ ଲକ୍ଷ ପର୍ଯ୍ୟନ୍ତ ରିହାତି ରହିଛି । ଏଥିରେ ମାଇ୨୦୨୩ ମଡେଲ୍‌ରେ ଅତିରିକ୍ତ ୨୫,୦୦୦ ଟଙ୍କା ରିହାତି ସାମିଲ୍‌ ରହିଛି ।

ଶାରଦୀୟ ନବରାତ୍ରରୁ ଆରମ୍ଭ ହେଲା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ ଭାଗ୍ୟଶାଳୀ..

- Advertisement -

କିଆ ସେଲଟୋସ୍‌ – ଏହି କାର୍‌ରେ ୧.୩ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହାସହ ଏକ୍ସଚେଞ୍ଜ ବୋନସ୍‌ ଓ ଅନ୍ୟ ପ୍ୟାକେଜ୍‌ ମଧ୍ୟ ରହିଛି ।

ମାରୁତି ଗ୍ରାଣ୍ଡ୍‌ ଭିଟାରା- ଏହି ଏସୟୁଭିରେ ୧.୨୮ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି ।

ଏମଜି ହେକ୍ଟର – ଏହି ଏସୟୁଭିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଯାହା ଉଭୟ ପେଟ୍ରୋଲ ଓ ଡିଜେଲ ପାଇଁ ଉପଲବ୍ଧ ଥିବା ଗାଡିରେ ଲାଗୁ ହୋଇଛି ।

ଦେଖନ୍ତୁ ଭିଡିଓ; ସ୍ୱାମୀଙ୍କ କାନ୍ଧରେ ଗୋଡ ରଖି ପତ୍ନୀ କଲେ କରୱାଚୌଥ ପୂଜା..

ମହିନ୍ଦ୍ରା ଏକ୍ସୟୁଭି ୪୦୦- ଏହି ବୈଦ୍ୟୁତିକ ଏସୟୁଭିରେ ୩ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳୁଛି ।

ମାରୁତି ଜିମ୍‌ନୀ – ଏହି ୪*୪ ଏସୟୁଭିରେ ୨.୫ ଲକ୍ଷ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଏହି ରିହାତି ପର୍ବପର୍ବାଣି ସମୟରେ ମିଳିଥାଏ । ଫଳରେ ଲୋକେ ନିଜ ପସନ୍ଦ ଅନୁଯାୟୀ କାର୍‌ କିଣି ପାରନ୍ତି ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories