www.samajalive.in
Sunday, December 14, 2025
14.1 C
Bhubaneswar

କୋରାପୁଟ୍‍ ମହୋତ୍ସବ ଆରମ୍ଭ

କୋରାପୁଟ୍‍, ଦୁଇଦିନିଆ କୋରାପୁଟ୍‍ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ସାଂସଦ ଝିନ୍ନ ହିକ୍‍କାଙ୍କ ଦ୍ୱାରା ଉଦ୍‍ଘାଟିତ ଏହି ଉତ୍ସବରେ କୋରାପୁଟ୍‍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ, ସାମାଜିକ କର୍ମୀ ସୁମନ୍‍ ଝୋଡ଼ିଆ, ବରେନ୍ଦ୍ର କୁମାର, କଳିଙ୍ଗ ଭାଷା ମହୋତ୍ସବର ଆବାହକ ମନୋରଞ୍ଜନ ରାଉତରାଏ, ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୮ ଜଣଙ୍କୁ କୋରାପୁଟ୍‍ ସାହିତ୍ୟ ସମ୍ମାନ ଦିଆଯାଇଥିଲା। ସମ୍ମାନିତ ଅତିଥିଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନ ସଦସ୍ୟ କୃଷ୍ଣ ଚନ୍ଦ୍ର ସିଂହ, ଇଂ ଦାଶରଥି ନନ୍ଦ, ନାରାୟଣ ପଣ୍ଡା, ଚନ୍ଦ୍ରମା ବଳିଆ, ଲକ୍ଷ୍ମଣ ମାନ୍ଦ୍ରା, ମହେନ୍ଦ୍ର ମିଶ୍ର, ସତ୍ୟନାରାୟଣ ଗନ୍ତାୟତ ପ୍ରମୁଖ ସାମିଲ୍‍ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories