www.samajalive.in
Sunday, December 14, 2025
26.1 C
Bhubaneswar

ପାକିସ୍ତାନରେ ବନ୍ଦ ହେଲା ଦେଶର ସବୁଠାରୁ ବଡ ଟିଭି ଚ୍ୟାନେଲ ଜିଓ ଟିଭି

ନୂଆଦିଲ୍ଲୀ:   ପାକିସ୍ତାନରେ ଅଧିକାଂଶ ସମୟ ସେନାର  ଆଗରେ ଦେଶର ସରକାର ବି ମୁଣ୍ଡ ନୁଆନ୍ତି । ଏବେ ସେପରି ଏକ ଅବସ୍ଥା ଦେଖିବାକୁ ମିଳିଛି । ସେନା ନିର୍ଦେଶ ଦେବାପରେ ସବୁଠାରୁ ବଡ ଟିଭି ଚ୍ୟାନେଲକୁ ଦଶର ଅଧିକାଂଶ ସ୍ଥାନରେ ବନ୍ଦ କରି ଦିଆଯାଇଛି ।

ଦେଶର ୮୦ ପ୍ରତିଶତ ଅଂଶରେ ଜିଓ ଟିଭିକୁ ଏବେ ପ୍ରସାରଣ କରାଯାଉ ନାହିଁ । ପାକିସ୍ତାନରେ ଆତଙ୍କବାଦୀ ସଂଗଠନମାନଙ୍କୁ ଅର୍ଥ ଯୋଗାଣ ଓ ପାକସେନା ମୁଖ୍ୟ ଜେନେରାଲ କ୍ୟାମର ଜାବେଦ ବାଜଓ୍ୱାଙ୍କ ବିରୋଧରେ ଖବର ପ୍ରସାରଣ ପରେ ଜିଓ ଟିଭିକୁ ବନ୍ଦକରିବା ପାଇଁ ସେନା ନିର୍ଦେଶ ଦେଇଥିଲା ।

- Advertisement -

ପାକିସ୍ତାନ ସରକାରରେ ଥିବା ସୂଚନା ପ୍ରସାରଣ ମନ୍ତ୍ରୀ ଜିଓ ଟିଭିକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇ ନ ଥିବା କହିଛନ୍ତି । ମାତ୍ର ଅଧିକାଂଶ କେବୁଲ ଅପରେଟର ଏହାକୁ ପ୍ରଦର୍ଶନ କରିବା ବନ୍ଦ କରି ଦେଇଥିବା ଜିଓ ଟିଭି ପକ୍ଷରୁ କୁହାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories