www.samajalive.in
Sunday, December 14, 2025
23.1 C
Bhubaneswar

ଆମାଜନରେ ନିଯୁକ୍ତି ସୁଯୋଗ ; ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ଲୋକପ୍ରିୟ ଏବଂ ବ୍ୟୟବହୁଳ କମ୍ପାନୀରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପାର୍ଥୀଙ୍କ ପାଇଁ ଖୁସି ଖବର। ସୂଚନା ଅନୁସାରେ ଲୋକପ୍ରିୟ ଅନଲାଇନ ବିକ୍ରୟ କମ୍ପାନୀ ଆମାଜନ ନିଜର ଖାଲି ପଦବୀ ପାଇଁ ସୂଚନା ଜାରି କରିଛି। ଆମାଜନ ନିଜର ୧୩୦୦ ଖାଲି ପଦବୀ ପାଇଁ ଏହି ଆବେଦନ କରିପାରିବେ। ଏହା କେବଳ ଭାରତୀୟ ମାନଙ୍କ ପାଇଁ ନୁହେଁ ଅନ୍ୟ ଦେଶ ମାନଙ୍କର ଆଶାୟୀ ପାର୍ଥୀ ମଧ୍ୟ ଆବେଦନ କରିପାରିବେ। ଭାରତୀୟ ମାନଙ୍କ ପାଇଁ ୧,୨୮୬ ପଦ, ଚୀନ ପାଇଁ ୪୬୭, ଜାପାନ ପାଇଁ ୩୮୧, ଅଷ୍ଟ୍ରେଲିଆ ପାଇଁ ୨୫୦ ଓ ସିଙ୍ଗାପୁର ପାଇଁ ୧୭୪ ପଦ ଉପଲବ୍ଧ ରହିଛି।
ଆମାଜନ ନିଜର ଇ-କମର୍ସ ଓ କ୍ଲାଉଡ ବ୍ୟବସାୟର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବା ଜଣାପଡିଛି। ଆମଜନ ପ୍ରବକ୍ତାଙ୍କ କହିବା ଅନୁସାରେ କମ୍ପାନୀର ବିଭିନ୍ନ କ୍ଷେତ୍ର ବୃଦ୍ଧି କରିବା ପାଇଁ ଏହି ନିଯୁକ୍ତି କରାଯିବ। ସେ ଆହୁରୀ କହିଛନ୍ତି ଭାରତ ଆମାଜନର ବ୍ୟବସାୟ କରିବା ପାଇଁ ଏକ ଉତ୍ତମ ସ୍ଥାନ। ଏଠାକାର ଆମାଜନ ଗ୍ରୁପ ଭଲ ବ୍ୟବସାୟ କରୁଥିବା ସେ କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories