www.samajalive.in
Sunday, December 14, 2025
23.1 C
Bhubaneswar

୧୬୮୦ ବୋତଲ କଫ ସିରପ ଜବତ, ୨ ଗିରଫ

ଡେସ୍କ: କଟକ ସଦର ଥାନା ପୁଲିସ କଟକରୁ ୧୬୮୦ ବୋତଲ ପ୍ରତିବନ୍ଧିତ କଫ ସିରପ ଜବତ କରିଛି। ଏହି ଘଟଣାରେ କଫ ସିରପ ସହ ଏକ ଟ୍ରକ ମଧ୍ୟ ଜବତ ହୋଇଛି। ସୂଚନା ଅନୁଯାୟୀ, କୋଲକତାରୁ କଫ ସିରଫ ଭୁବନେଶ୍ୱର ଚାଲାଣ ହେଉଥିଲା ବେଳେ ବାମ୍ଫକୁଦ ଠାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗାଡି ଅଟକାଇ ପୁଲିସ ଜିମା ଦେଇଥିଲେ। ପୁଲିସ ଟ୍ରକର ଡ୍ରାଇଭର ଓ ହେଲଫରକୁ ଗିରଫ କରିଥିବା ଜଣାପଡିଛି।

<blockquote class=”twitter-tweet”><p lang=”or” dir=”ltr”>୧୬୮୦ ବୋତଲ କଫ ସିରପ ଜବତ, ୨ ଗିରଫ <a href=”https://t.co/Kiuc7PzkaH”>pic.twitter.com/Kiuc7PzkaH</a></p>&mdash; Samaja Live (@samajalive) <a href=”https://twitter.com/samajalive/status/1839679049058193642?ref_src=twsrc%5Etfw”>September 27, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories