www.samajalive.in
Saturday, December 13, 2025
18.1 C
Bhubaneswar

ଚପଲ ପିନ୍ଧି ଗୋଡ଼ରେ ସିଙ୍ଗଡ଼ା ଆଳୁ ଧୋଉଛନ୍ତି ଦୋକାନୀ: ଭିଡିଓ ଦେଖି ତାତିଲେ ଲୋକେ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ପ୍ରସ୍ତୁତକାରୀମାନେ କିପରି ଅପରିଷ୍କାର ଉପାୟରେ ଖାଦ୍ୟ ତିଆରି କରୁଛନ୍ତି ତାହା ଦେଖିବାକୁ ମିଳିଛି। ନିକଟରେ ପୁଣି ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ କଚୁଡ଼ି ସିଙ୍ଗଡ଼ା ଦୋକାନର କାରିଗର ଏକ ବଡ଼ ପାତ୍ରରେ ଚପଲ ପିନ୍ଧି ପାଦରେ ଆଳୁ ଧୋଇଥିବାର ଦେଖିବାକୁ ମିଳିଛି। ସେ ଚପଲରେ ଘସି ରଗଡ଼ି ଆଳୁରୁ ମାଟି ସଫା କରୁଛନ୍ତି।


ଏଥିରେ ଦେଖାଯାଉଥିବା ହୋର୍ଡିଂ ଅନୁଯାୟୀ, ଏହି ଭିଡିଓ ଗାଜିଆବାଦର ‘କୁମାର ସୁଇଟ୍ସ କର୍ଣ୍ଣର’ର ବୋଲି ଜଣାପଡ଼ିଛି। କେହି ଗୁପ୍ତ ଭାବରେ ନିକଟ ଛାତରୁ ଏହାର ଭିଡିଓ କରିଛନ୍ତି। ଭିଡିଓ ଏତେ ଘୃଣ୍ୟ ଯେ, ଯେକେହି ବାହାରେ ଖାଇବା ଛାଡ଼ିବାକୁ ବାଧ୍ୟ ହେବେ। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଲୋକେ ଏହାକୁ ଦେଖି କ୍ରୋଧ ପ୍ରକାଶ କରିବା ସହ ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories