www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ‘ଉଦୟପୁର’

ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି ତେବେ ଏହି ଝରଣା ନାମରେ ପ୍ରସିଦ୍ଧି ଲାଭ କରିଥିବା ସହରକୁ ବୁଲିବାକୁ ଯାଇପାରିବେ। ଏଠାରେ ଆପଣଙ୍କୁ ଏପରି ବହୁ ସ୍ଥାନ ମିଳିବ ,ଯେଉଁଠାରେ ଆପଣ କମ ସମୟରେ ଅଧିକ ମଉଜ ମସ୍ତି କରିପାରିବେ। ସେଠାରେ ମଉଜ ସହ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ।

ଝରଣାମାନଙ୍କ ସହର ହେଉଛି ଉଦୟପୁର। ଭ୍ରମଣ ପାଇଁ ଏଠାରେ ବହୁ ସ୍ଥାନ ରହିଛି। ଏଠାରେ ଐତିହାସିକତା ଭରି ରହିଛି। ତେଣୁ ଉଦୟପୁର ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅଟେ। ଉଦୟପୁରରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ।

- Advertisement -

ଏଠାକାର ’ଲେକ ପ୍ଲେସ’ର ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରିଥାଏ। ଏହି ’ଲେକ ପ୍ଲେସ’ ’ଜଗ ନିବାସ’ ନାମରେ ମଧ୍ୟ ଜଣାଶୁଣା।
’ଲେକ ପ୍ଲେସ’ ଏବେ ମହଲରୁ ସାହି ହୋଟେଲରେ ପରିବର୍ତ୍ତିତ ହୋଇସାରିଲାଣି। ଏହାର ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟୀର ଅଟେ। ଛାତ ଓ ଅଗଣା ବେଶ ବିରାଟକାୟ ଅଟେ। ଜଟିଳ ଶିଳ୍ପ କଳାର ଏହା ଏକ ସୁନ୍ଦର ସ୍ଥାନ ଅଟେ। ନିକଟରେ ଥିବା ବଗିଚା ଓ ଆଖପାଖର ପରିବେଶ ବେଶ ଆକର୍ଷଣୀୟ ଅଟେ। ଦେଶବିଦେଶରୁ ବହୁ ଲୋକେ ଏଠାକୁ ସର୍ବଦା ଭ୍ରମଣ ପାଇଁ ଆସିଥାଆନ୍ତି। ଉଦୟପୁର ସିଟି ପ୍ଲେସ ପିଛୋହା ଝରଣା ନିକଟରେ ରହିଛି। ଏହା ବିଶ୍ୱର ଏକ ଲୋକପ୍ରିୟ ସ୍ଥାନ ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ରାଜସ୍ଥାନକୁ ରେଳରେ ଯାଇ ସେଠାରୁ ଘରୋଇଯାନରେ ଉଦୟପୁର ଯାଇପାରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories