www.samajalive.in
Saturday, December 6, 2025
16.1 C
Bhubaneswar

ଶୂନ୍ୟକାଳରେ ଜୟନାରାୟଣ ମିଶ୍ରଙ୍କ ଉଦବେଗ, ସ୍ୱାମୀ ଲକ୍ଷ୍ମଣାନନ୍ଦ, ମମିତା ମେହେର, ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଲେ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ନବ ଦାସ ହତ୍ୟାକାଣ୍ଡ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଏସବୁ ଘଟଣାରେ ହେଉଥିବା ତଦନ୍ତରେ ଓଡ଼ିଶାବାସୀଙ୍କ ବିଶ୍ୱାସ ନାହିଁ, ଘଟଣା ଗୁଡିକର ତଦନ୍ତ ସିବିଆଇ ହାତକୁ ଦିଆଯାଉ ବୋଲି ଜୟନାରାୟଣ ଦାବି କରିଛନ୍ତିି। ପୂର୍ବ ସରକାର ଏହିସବୁ ଘଟଣାରେ ତଦନ୍ତ ପାଇଁ ପୁଲିସକୁ ପ୍ରଭାହିତ କରୁଥିଲେ। ସରକାର ଏବେ ସିବିଆଇକୁ ତଦନ୍ତ ଭାର ଦେଇ ଲୋକଙ୍କ ସନ୍ଦେହ ଦୂର କରିବେ କି ବୋଲି ଜୟନାରାୟଣ କହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories