www.samajalive.in
Wednesday, December 10, 2025
14.1 C
Bhubaneswar

ପେଟକୁ ଚାପି ବେଲ୍ଟ ପିନ୍ଧୁଛନ୍ତି କି ! ତେବେ ଏବେଠୁଁ ହୋଇ ଯାଆନ୍ତୁ ସାବଧାନ୍

ଯୁଗ ଅନୁସା​‌ରେ ଫେଶନ୍ ଓ ଷ୍ଟାଇଲ୍ ସବୁକିଛି ପରିବର୍ତ୍ତନ ହେଉଛି । ଗତ କିଛି ବର୍ଷ ମଧ୍ୟରେ ବେଲ୍ଟର ପରିଭାଷା ବଦଳି ଯାଇଛି । ଫେଶନ୍ ଡିଜାଇନରଙ୍କ ମତରେ ଏବର ପିଢ଼ି ବେଲ୍ଟ ପିନ୍ଧିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି, ଏହା ସହ ବଜାରରେ ବିଭିନ୍ନ ଡିଜାଇନ୍ ଥିବା ବେଲ୍ଟ ମଧ୍ୟ ଉପଲବ୍ଧ ହେଉଛି ।

ଏ ବାବଦରେ ସାଧାରଣ ବର୍ଗ ଲୋକଙ୍କୁ ଆୟୁର୍ବେଦୀୟ ବିଶେଷଜ୍ଞ ଡା: ଅବରାର୍ ମୁଲତାନି ସଚେତନ କରାଇଛନ୍ତି।

- Advertisement -

ନିୟମିତ ଭାବେ ବେଲ୍ଟ ପିନ୍ଧିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ହାନିକାରକ । ପେଟକୁ ଚାପି ବେଲ୍ଟ ପିନ୍ଧୁଥିବା ବ୍ୟକ୍ତିଙ୍କର ବିଭିନ୍ନ ସମସ୍ୟା ଉପୁଜିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ଏହା କାରଣରୁ ହାଡ଼ ବିନ୍ଧା ଆରମ୍ଭ ହୁଏ ।

ଟାଇଟ୍ କରି ବେଲ୍ଟ ପିନ୍ଧିଲେ ଖାଦ୍ୟ ଠିକ୍ ଭାବେ ହଜମ ହୁଏନାହିଁ । ଏଣୁ ଭୋଜନ ପୂର୍ବରୁ ବେଲ୍ଟକୁ ସାମାନ୍ୟ ଢିଲା କରିବା ଉଚିତ ।

ଏକ ସର୍ବେକ୍ଷଣ ଅନୁସାରେ, ପ୍ରାୟ ୨୨% ଲୋକେ ଟାଇଟ୍ କରି ବେଲ୍ଟ ପିନ୍ଧୁଥିବା କାରଣରୁ ସେମାନଙ୍କର ଅମ୍ଳ ସମସ୍ୟା ଉପୁଜିଥାଏ ।

ଏହା ସହ ଏପରି କରିବା ଦ୍ବାରା ପାଦର ହାଡ଼ ମଧ୍ୟ ଦୁର୍ବଳ ହେଉଥିବାର ପରୀକ୍ଷାରୁ ଜଣାପଡ଼ିଛି ।

ଅଣ୍ଟା ବିନ୍ଧା, ପାଦ ଘୋଳା ବିନ୍ଧା ମଧ୍ୟ ଏହି ଟାଇଟ୍ ବେଲ୍ଟ କାରଣରୁ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories