www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆନ୍ଧ୍ର ଓ ତେଲେଙ୍ଗାନାରେ ଜଳ ପ୍ରଳୟ..

ଭୟଙ୍କର ବନ୍ୟା ବିଭୀଷିକାରେ ୧୦ ମୃତ..

- Advertisement -

ତେଲେଙ୍ଗାନା ଖମାମ ଜିଲ୍ଲାରେ ବୁଡିଛି ୧୧୦ ଗାଁ..

ଭାସୁଛି ଆନ୍ଧ୍ରର ବିଜୟଓ୍ବାଡା ଓ ହାଇଦ୍ରାବାଦ ସହର..

ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

ଆଜି ଦୁଇ ରାଜ୍ୟରେ ସ୍କୁଲ ଛୁଟି, ୯୯ ଟ୍ରେନ୍ ବାତିଲ୍, ସହାୟତା ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ..

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ..

ସାଉଥ୍ ଡିଭିଜନ୍ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରୁ ମୃତଦେହ ଉଦ୍ଧାର..

ହାତୀ ଛୁୁଆ ବର୍ଷକର ହୋଇଥିବା ଅନୁମାନ, ମୃତ୍ୟୁର କାରଣ ଅସ୍ପଷ୍ଟ..

ପିପିଲି କଣ୍ଟି ପଞ୍ଚାୟତ ବାଲିମାଳ ସାହି କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର..

ଦେଖନ୍ତୁ ଭିଡିଓ ; ବଜାରରେ ମିଳୁଛି ବ୍ଲାକ୍‌ କୋବ୍ରା ମୋମୋ..

ହତ୍ୟା ଅଭିଯୋଗ ଆଣିଲେ ପରିବାର , ଘଟଣାରେ ମହିଳାଙ୍କ ସମେତ ୩ ଅଟକ..

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ, ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍ ..

୨୦୦ ମିଟର ଦୌଡରେ ବୌଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌ ..

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ଵିତୀୟ ପଦକ..

ପୁରୀ ପରେ କେନ୍ଦ୍ରାପଡାକୁ ବ୍ୟାପିଛି କି ବାର୍ଡ ଫ୍ଲୁ..

ଆଜିଠୁ ଡେରାବିଶ ଅଞ୍ଚଳର ସବୁ ଫାର୍ମରୁ ସଂଗ୍ରହ ହେବ କୁକୁଡାଙ୍କ ନମୁନା..

ରବିବାର ରାସ୍ତାକଡରୁ ୬ ବସ୍ତା ମୃତ କୁକୁଡା ଠାବ ପରେ ବଢିଛି ସନ୍ଦେହ..

କଲକାତା ଦୁଷ୍କର୍ମ ଓ ହତ୍ୟାର ତଦନ୍ତକୁ ଆହୁରି ବ୍ୟାପକ କଲା ସିବିଆଇ..

ଆରଜି କର ହସ୍ପିଟାଲର କ୍ରାଇମ ସ୍ପଷ୍ଟରେ ତନାଘନା..

ଅଭୟାଙ୍କୁ ନ୍ୟାୟ ଦାବିରେ ପଶ୍ଚିମବଙ୍ଗରେ ୨୩ ଦିନ ହେବ ରାଲି ଓ ପ୍ରତିବାଦ ଜାରି..

ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରଣୀଧର ନାୟକଙ୍କ ଘରେ ଚଢାଉ..

ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଖୋଳତାଡ..

ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏକାଦଶ ଦିନ..

ପୂର୍ବତନ ବିଧାୟକ ସ୍ୱଗର୍ତ ଅଶ୍ୱନୀ ଗୁରୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ..

ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବେଳେ ବିରୋଧୀଙ୍କ ହୋହାଲ୍ଲା..

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କଲକତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ଦୁଇ ଜିରାଫ..

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଳି ଗାଁରେ ଅଘଟଣ.. ହାତୀ ଆକ୍ରମଣରେ ସ୍ଵାମୀ, ସ୍ତ୍ରୀ ମୃତ..

ଝାରପଡା ଜେଲରେ ଡିଆଇଜିଙ୍କ ତଦନ୍ତ..

ଜେଲ ଡିଆଇଜି ଅନୁସୂୟା ଜେନାଙ୍କ ତଦନ୍ତ ଆରମ୍ଭ..

ଜେଲରେ କଏଦୀଙ୍କ ଆକ୍ରମଣ ଘଟଣାର ତଦନ୍ତ..

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ସହଯୋଗୀ କଏଦୀଙ୍କୁ ଆକ୍ରମଣ କରିଥିଲେ..

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories