www.samajalive.in
Wednesday, December 10, 2025
16.1 C
Bhubaneswar

ଛିଙ୍କକୁ ଅଟକାଉଛନ୍ତି କି ? ସାବଧାନ୍ ଅକାରଣରେ ଆସିପାରେ ମୃତ୍ୟୁ

ସାଧାରଣ ଲୋକଟିଏ ଛିଙ୍କ ସମ୍ପର୍କିତ ଅଧିକ ବା କ’ଣ ଚିନ୍ତା କରିପାରିବ? ତେବେ ବିଶେଷଜ୍ଞମାନେ ବର୍ଷବର୍ଷ ଧରି ଅନୁଧ୍ୟାନ କରିବା ପରେ ଏ ବାବଦରେ ବିଭିନ୍ନ ତଥ୍ୟ ପ୍ରକାଶ କରିଛନ୍ତି।

ଛିଙ୍କିବା ସମୟରେ ଆମ ମନୁଷ୍ୟଙ୍କ ହୃଦଗତି କିଛି ମିଲି ସେକେଣ୍ଡ ପାଇଁ ଅଟକିଯାଏ।

- Advertisement -

ଖୁବ୍ ଜୋରରେ ଛିଙ୍କିଲେ ଶରୀରର ହାଡ଼ ଭାଙ୍ଗିଯିବାର ଆଶଙ୍କା ସର୍ବାଧିକ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯେ ଛିଙ୍କକୁ ଅଟକାଇଲେ ଗଳା କିମ୍ବା ମସ୍ତିଷ୍କର ରକ୍ତବାହୀଶିରା ଫାଟିଯାଇପାରେ । ଏଣୁ ଛିଙ୍କକୁ ଅଟକାଇବାର ଅନ୍ୟ ଅର୍ଥ ହେଉଛି ମୃତ୍ୟକୁ ନିମନ୍ତ୍ରଣ ଜଣାଇବା ।

ଏଭଳି ୧୦ଟି ଘଟଣା ବିଶ୍ବର ବିଭିନ୍ନ ପ୍ରାନ୍ତରେ ଘଟିଥିବାର ଉଲ୍ଲେଖ ରହିଛି । ଛିଙ୍କିବା ସମୟରେ ଆଖି ଖୋଲା ରଖିଥିବା ବ୍ୟକ୍ତିଙ୍କ ଗୋଟିଏ ଆଖି ପଦାକୁ ବାହାରି ଆସିଛି ।

ଶୋଇଲା ବେଳେ ଛିଙ୍କ ଆସେନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories