www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍‌ ଗୋଟିଏ କ୍ଲିକ୍‌ରେ ପଢିପାରିବେ ସବୁ ମେସେଜ୍, ଆସୁଛି ନୂଆ ଅପ୍‌ଡେଟ୍‌

ସମାଜ ଡିଜିଟାଲ ଡେସ୍କ: ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଭଲ ଖବର। ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଏକ ନୂଆ ସର୍ଟକଟ୍‌ ଫିଚର ଉପରେ କାମ କରୁଛି ହ୍ବାଟ୍ସଆପ୍‌, ଯାହା ଆସିବା ପରେ ବାସ୍‌ ଗୋଟିଏ କ୍ଲିକ୍‌ରେ ପଢିହେବ ସବୁ ମେସେଜ୍।

WABetaInfoର ରିପୋର୍ଟ ମୁତାବକ, ଏ​ବେ ହ୍ବାଟ୍ସଆପ୍‌ର ଏହି ନୂଆ ଫିଚର ପରୀକ୍ଷଣ କରାଯାଉଛି। ନୂଆ ଫିଚରକୁ ହ୍ବାଟ୍ସଆପ୍‌ର ଆଣ୍ଡ୍ରଏଡ୍‌ ବିଟା ଭର୍ସନ ୨.୨୪.୧୮.୧୧ରେ ଦେଖିବାକୁ ମିଳିବ। ନୂଆ ଅପ୍‌ଡେଟ୍‌ ପରେ ସମସ୍ତ ମେସେଜ୍‌ ଏକାଠି ପଢିବାର ବିକଳ୍ପ ପାଇବେ ୟୁଜର।

- Advertisement -

ନୂଆ ଫିଚରର ଏକ ସ୍କ୍ରିନ୍‌ସଟ୍‌ ମଧ୍ୟ ସାମ୍ନାକୁ ଆସିଛି। ସ୍କ୍ରିନ୍‌ସଟ୍‌ ମୁତାବକ, ନୂଆ ଫିଚର ପାଇଁ ଆପ୍‌ର ଉପର କୋଣରେ ଏକ ସ୍ୱତନ୍ତ୍ର ବଟନ୍ ଉପଲବ୍ଧ ହେବ। ତେବେ ଏଠାରେ କହୁରଖୁଛୁ ଯେ, mark all messages read ଅପ୍ସନ ପୂର୍ବରୁ ହ୍ବାଟ୍ସଆପ୍‌ରେ ଅଛି, କିନ୍ତୁ ଏଥିରେ ଅନେକ ସୋପାନ ଅନୁସରଣ କରିବାକୁ ପଡ଼େ।

WABetaInfo ନିଜ ରିପୋର୍ଟରେ କହିଛି ଯେ, ଏବେ ଏହି ଫିଚର ସେହି ବିଟା ୟୁଜରଙ୍କ ପାଇଁ ଉପଲବ୍ଧ ନାହିଁ, ଯେଉଁମାନେ ଗୁଗଲ୍ ପ୍ଲେ ଷ୍ଟୋର ମାଧ୍ୟମରେ ବିଟା ପଞ୍ଜିକୃତ ହୋଇଛନ୍ତି। ଏଭଳି ସ୍ଥିତିରେ ଏହାର ପବ୍ଲିକ୍‌ ଅପ୍‌ଡେଟ୍‌ କେବେ ରିଲିଜ୍‌ ହେବ ତାହା କହିବା କଷ୍ଟକର।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories