www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରାବଣ ଶେଷ ସୋମବାରରେ ଅଲୌକିକ ଘଟଣା: କପିଳାସରୁ ଉଦ୍ଧାର ହେଲା ଅଜଗର

ଢେଙ୍କାନାଳ ସଦର : ଶ୍ରାବଣ ମାସର ଶେଷ ସୋମବାର। ଆଜି ଢେଙ୍କାନାଳ ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି।  ଭୋର ୪ଟା ୧୫ ମିନିଟ ରେ ୮ ଫୁଟ ଲମ୍ବ ର ଏକ  ଅଜଗର ସାପ ଉଦ୍ଧାର ହୋଇଛି।  କପିଳାସ ମନ୍ଦିର ରେ ଥିବା ବୁଢ଼ା ଲିଙ୍ଗ ମନ୍ଦିର ବେଢ଼ାରୁ ଏହି ସାପ କୁ ଢେଙ୍କାନାଳ ଜିଲ୍ଲା ବନ୍ୟଜନ୍ତୁ ଓ ସାପ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛି ।  ସାପ ଟି ମନ୍ଦିର ବେଢ଼ା ରେ ଶୋଇଥିବାର ଜଣେ କାଉଡିଆ ଭକ୍ତ ଦେଖିଥିଲେ । ପରେ ପୁଲିସ ଏବଂ ମନ୍ଦିର ସେବାୟତମାନେ ସାପ ଉଦ୍ଧାରକାରୀ ମାନଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି କପିଳାସ ବନବିଭାଗ କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ସାପ ଟିକୁ ଜଙ୍ଗଲରେ ଛାଡ଼ିଦେଇ ଥିବା ଉଦ୍ଧାର କାରି ଦଳ ର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ପ୍ରକାଶ କରିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories