www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ରୁମରେ ଥିଲା ସ୍ୱାମୀ, ପିଛା କରି ଧରିଲା ସ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦୁଇ ବଙ୍ଗୀୟ ଯୁବତୀଙ୍କ ସହ oyo ହୋଟେଲରେ ଥିଲେ ରସିକିଆ ସ୍ୱାମୀ। ପୁଲିସ ସହାୟତାରେ ପିଛା କରି ଧରିଲେ ସ୍ତ୍ରୀ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲରେ ପହଞ୍ଚିଥିଲେ ସ୍ତ୍ରୀ। ସ୍ୱାମୀଙ୍କ କେଳେଙ୍କାରୀ ସମ୍ପର୍କରେ ସୂଚନା ଦେବାପରେ ପୁଲିସ ହୋଟେଲରେ ଚଢାଉ କରିଥିଲେ। ବଙ୍ଗୀୟ ଯୁବତୀଙ୍କ ସହ ଥିବାବେଳେ ସେଠାରେ ସ୍ୱାମୀଙ୍କୁ ଧରିଥିଲେ ସ୍ତ୍ରୀ। ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ଓ ନନ୍ଦନକାନନ ଥାନାରେ ମାମଲା ରହିଥିବା ଜଣାପଡିଛି। ତେବେ ହୋଟେଲରେ ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହ କରିଛି ପୁଲିସ। ସଂପୃକ୍ତ ଯୁବକ ଓ ଦୁଇ ବଙ୍ଗୀୟ ଯୁବକତୀଙ୍କୁ ଇନଫୋସିଟି ଥାନାରେ ଅଟକ ରଖାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories