www.samajalive.in
Saturday, December 6, 2025
23.1 C
Bhubaneswar

ଲକ୍ଷ୍ମୀପୁରରେ ସବୁଜ ଭାରତ ପକ୍ଷରୁ ଚାରା ବଣ୍ଟନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁରଠାରେ ଥିବା ସବୁଜ ଭାରତ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଚାରା ବଣ୍ଟନ କରାଯାଇଛି । ଏହି ଅଞ୍ଚଳରେ ଗଛ ମଣିଷ ଭାବେ ପରିଚିତ ସଂଗଠନର ମୁଖ୍ୟ ଗୋପେଶ୍ଵର ଗରଡାଙ୍କ ଦ୍ବାରା ଶନିବାର ଦିନ ଲକ୍ଷ୍ମୀପୁର ବଜାରରେ ଲିମ୍ବ ଓ ଅଅଁଳା ଚାରା ବଣ୍ଟନ କରାଯାଇଛି । ଗତ କିଛି ସପ୍ତାହ ହେଲା ସେ ଏହି ଚାରା ବଣ୍ଟନ କରୁଛନ୍ତି ।  ସଦସ୍ୟ ସୁବାସ ମାଝୀ ଓ ଅନ୍ୟାନ୍ୟ ସଦସ୍ୟ ତାଙ୍କୁ ସହଯୋଗ କରିଥିଲେ । ଦୀର୍ଘ ବର୍ଷ ହେଲା ତାଙ୍କର ଉଦ୍ୟମରେ ଏହି ଚାରା ବଣ୍ଟନ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ , ମନ୍ଦିର ଓ ରାସ୍ତା କଡରେ ଚାରା ରୋପଣ ସହିତ ବଣ୍ଟନ ଜାରି ରଖିଛନ୍ତି । ଶ୍ରୀ ଗରଡ଼ା ଜଣେ ଜୀବନ ବୀମା କର୍ମଚାରୀ । କିନ୍ତୁ କୋରାପୁଟ ଜିଲାର ଲକ୍ଷ୍ମୀପୁର ସମେତ ଅନ୍ୟାନ୍ୟ ବ୍ଲକ ଓ ରାୟଗଡା ଜିଲାର ପଡୋଶୀ ବ୍ଲକର କେତେକ ସ୍ଥାନରେ ଓଡ଼ିଆ ଭାଷାର ଊନ୍ନିତ ପାଇଁ ବର୍ଣ୍ଣବୋଧ ବହି ସହିତ ଖାତା ଓ ଲିଖନ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories