www.samajalive.in
Wednesday, December 10, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀ ଭୁବନେଶ୍ଵରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ..

ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର.. ଆଜି ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କା.. ଆଳୁ ଗାଡି ଆସୁନଥିବାରୁ ଦର ବଢିଥିବା କହିଲେ ବ୍ୟବସାୟୀ.. ଏପଟେ

- Advertisement -

ଦିନେ କି ଦୁଇ ଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ .. ଆତଙ୍କିତ ନ ହେବାକୁ ଖାଉଟିଙ୍କୁ ପରାମର୍ଶ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ଭାଗ୍ୟଶାଳୀ ରାଶି : ମେଷ ଠାରୁ ମୀନ ଅଗଷ୍ଟ ୧୬ ପୂର୍ବରୁ କାହାର ଚମକିବ ଭାଗ୍ୟ..

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ.. ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢାରେ ପ୍ରବେଶ କରିଛି ବନ୍ୟାଜଳ..

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୧୨ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ .. ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି, ୧୦ ଯାଏଁ ପ୍ରବଳ ବର୍ଷିବ..

ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ..

ଭୁବନେଶ୍ଵରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ.. ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ..

ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ

ଭୂକମ୍ପରେ ଥରିଲା ଜାପାନ.. ସୁନାମୀ ପାଇଁ ସତର୍କ ସୂଚନା..

ଦ୍ଵିତୀୟ ଥର ସ୍ଵାଧୀନତା ପାଇଲା ବାଂଲାଦେଶ, ଏହାକୁ ସୁରକ୍ଷା ଦେବୁ.. ଢାକାରେ ପହଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ..

ମହାପ୍ରଭୁଙ୍କ ଖଣିରୁ ୪୦ କୋଟି ଲୁଟ୍ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା.. କହିଲେ ମାଇନିଂ ଖଜଣା ଦେଉନଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ..

ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ.. ଲଗାତର ୯ମ ଥର ପାଇଁ ୬.୫%ରେ ଅପରିବର୍ତ୍ତିତ ରହିଲା ରେପୋରେଟ.. ମୁଦ୍ରା ନୀତି କମିଟି ବୈଠକରେ ହୋଇଛି ନିଷ୍ପତ୍ତି..

ଭିଡିଓରେ ଦେଖନ୍ତୁ ; ହଠାତ୍‌ ଗାଁ ରାସ୍ତାକୁ ପଶି ଆସିଲା କୁମ୍ଭୀର..

 

କୁସ୍ତିରୁ ସନ୍ନ୍ୟାସ ନେଲେ ବିନେଶ ଫୋଗତ.. ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ନେଲେ ବଡ଼ ନିଷ୍ପତ୍ତି.. ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଦେଲେ ସୂଚନା..

ପାର୍କିଂ ଝଗଡାକୁ ନେଇ ରାଜଧାନୀରେ ଡବଲ ମର୍ଡର.. ଏୟାରଫିଲ୍ଡ ଥାନା ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଦୁଇ ଜଣଙ୍କୁ ହତ୍ୟା.. ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି ପୁଲିସ୍.. ଜଣାପଡିନି ହତ୍ୟା ପଛର ସବିଶେଷ କାରଣ..

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ.. ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ..

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories