ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱରରେ ଗୁରୁବାର ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ । ମଞ୍ଚେଶ୍ୱର ଚାଉଳ ଗୋଦାମ ଠାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଏଟିଏମକୁ ଉଦଘାଟନ କରିଛନ୍ତି । ଏଣିକି ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ଉଠାଇ ପାରିବେ । ଯୋଜନା ସଫଳ ହେଲେ ସବୁ ଜିଲା ଓ ବ୍ଲକରେ ଏଟିଏମ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍‌ … Continue reading ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ