ଭିଡିଓରେ ଦେଖନ୍ତୁ ; ହଠାତ୍‌ ଗାଁ ରାସ୍ତାକୁ ପଶି ଆସିଲା କୁମ୍ଭୀର..

ନୂଆଦିଲ୍ଲୀ : ଚିନ୍ତା କରନ୍ତୁ ବର୍ଷା ସମୟରେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଆପଣଙ୍କ ସାମ୍ନାକୁ କୁମ୍ଭୀର ଆସିଗଲେ ଅବସ୍ଥା କ’ଣ ହେବ । ନିଶ୍ଚୟ ଭୟରେ ଛାତି ଥରି ଉଠିବ । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ନିଶ୍ଚୟ ଚମକି ପଡିବେ । ଭାଇରାଲ ହେଉଥିବା ଏହି ଭିଡିଓରେ ପାଣିରୁ ଏକ କୁମ୍ଭୀର ବାହାରି ଆସି ଗାଁର ଗଳି ରାସ୍ତାରେ ବୁଲୁଥିବା ଦେଖାଯାଉଛି । କୁମ୍ଭୀରକୁ ଦେଖିବାକୁ … Continue reading ଭିଡିଓରେ ଦେଖନ୍ତୁ ; ହଠାତ୍‌ ଗାଁ ରାସ୍ତାକୁ ପଶି ଆସିଲା କୁମ୍ଭୀର..