କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ କୋଷ୍ଠକାଠିନ୍ୟ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଶେଷ କରି ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ ପାଇଁ ଏହି ସମସ୍ୟା ଅଧିକ ବଢି ଯାଇଛି । ସକାଳ ସମୟରେ ପେଟ ଭଲ ଭାବେ ସଫା ନହେଲେ ଦିନଯାକ ପେଟ ଜନିତ ସମସ୍ୟା ସହ ଭାରୀପଣ ଅନୁଭବ ହୋଇଥାଏ । ଅନେକ ସମୟରେ ଏଥିପାଇଁ ପେଟରେ ଯନ୍ତ୍ରଣା ଅନୁଭବ ହେବା ସହ ବ୍ୟସ୍ତତା ଅନୁଭବ ହୋଇଥାଏ । ଏହି ସମସ୍ୟା … Continue reading କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..