www.samajalive.in
Monday, December 8, 2025
13.1 C
Bhubaneswar

ପ୍ରବଳ ବର୍ଷା ଯୋଗୁଁ କଳାପଥର-କଣ୍ଟିଲୋ ରାସ୍ତା ବାହ୍ୟ ଜଗତରୁ ବିଛିର୍ଣ୍ଣ

କଳାପଥର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ କଳାପଥର -କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଯାଇଛି। ଫଳରେ ଗମନା ଗମନ ବନ୍ଦ ହୋଇଯାଇଛି। 2019ରୁ କାଳିଗିରି ହଇଲେବଲ ସେତୁ ତିଆରି ଆରମ୍ଭ ହୋଇଥିବା ବେଳେ ଆଜକୁ ୬ବର୍ଷ ବିତି ଯାଇଛି। ହେଲେ କେବଳ ୬ଟି ଖୁଣ୍ଟ ରେ ସୀମିତ ରହିଯାଇଛି। ଶତାଧିକ ଧାନ ଫସଲ ଜଳମଗ୍ନ ହୋଇଥିବାବେଳେ ପନିପରିବା ଚାଷ ନଷ୍ଟ ହୋଇଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି।  ପଶ୍ଚିମ ବାଙ୍କୀ ର ମବରୁଦଣ୍ଡ କଳାପଥର ଅଞ୍ଚଳ ଟି ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବାରୁ ଏହି ରାସ୍ତା ଉପରେ ପ୍ରାୟ ୨୦ଜିଲ୍ଲାକୁ ବସ ଯାତାୟତ କରିଥାଏ।  ଅଞ୍ଚଳର ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରି ରାସ୍ତା ର ଉଭୟ ପାର୍ଶ୍ୱ ରେ ଫସି ରହିଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories