www.samajalive.in
Sunday, December 7, 2025
23.1 C
Bhubaneswar

ସିଡ୍‍ନୀ ଟେଷ୍ଟ : ମ୍ୟାଚର ଫଳାଫଳରେ ବର୍ଷା ଓ ଖରାପ ଆଲୋକ ବାଧକ

ସିଡ୍‍ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚୁଡାନ୍ତ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ଭାରତ ୩୦୦ରନରେ ଆଗୁଆ ରହିଛି। ଭାରତର ବିଜୟ ଆଶା ଉଜ୍ଜ୍ୱଳ ଥିବାବେଳେ ବର୍ଷା ଓ ଖରାପ ଆଲୋକ ମ୍ୟାଚର ଫଳାଫଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନ୍‍ କରି ଅଲ୍‍ଆଉଟ୍‍ ହୋଇ ଫଲୋଅନର ସମ୍ମୁଖିନ ହୋଇଛି । ରବିବାର ସକାଳୁ ଅଷ୍ଟ୍ରେଲିଆ ଗତକାଲିର ସ୍କୋର ୨୩୬/୬ରୁ ବ୍ୟାଟିଂ ଆରମ୍ଭ କରି ୩୦୦ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା।

ଫଲୋଅନ ହେବା ସହିତ ରବିବାରର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍‍ ନ ହରାଇ ୬ ରନ୍‍ ସଂଗ୍ରହ କରିଛି। ଖରାପ ଆଲୋକ ଯୋଗୁଁ ଗତକାଲିର ଖେଳ ହୋଇପାରିନଥିବା ବେଳେ ବର୍ଷା ଯୋଗୁଁ ଆଜି ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା
ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍‍ ହରାଇ ୬୨୨ ରନ୍‍ ସଂଗ୍ରହ କରିଥିଲା। ୩୧୬ ରନ୍‍ ପଛରେ ଥାଇ ଅଷ୍ଟ୍ରେଲିଆ ଏବେ ମଧ୍ୟ ୩୦୦ ରନ୍‍ ପଛରେ ରହିଛି।

- Advertisement -

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି। ରବୀଦ୍ର ଜାଡେଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories