www.samajalive.in
Saturday, December 6, 2025
15.1 C
Bhubaneswar

କୁର୍ଲି ଗାଁରେ ଚାଲିଛି ରାସ୍ତା କାମ, ଯୋଗାଣ ହେଉନି ପାଣି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଠାରୁ ୫କିମି ଦୂର ତୁରେକେଲା ବ୍ଲକ ଚଟୁ ଅନକା ପଂଚାୟତର କୁର୍ଲି ଗାଁରେ ଅନେକ ଦିନ ହେଲା ରାସ୍ତାକାମ ଚାଲିଛି। ଫଳରେ ଗାଁକୁ ପାଣି ଯୋଗାଣ ବନ୍ଦ ରହିଛି। ଏହାର ପ୍ରତିବାଦରେ ଆଜି କଣ୍ଟାବାଞ୍ଜି ବିକାଶ ପରିଷଦର ସଦସ୍ୟମାନଙ୍କ ସହିତ ବରିଷ୍ଠ ବିଜେଡି ନେତା ଅଜୟ ଦାସ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କ ସହିତ ଆଲେଚନା କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ  ଓ କନିଷ୍ଠ ଯନ୍ତ୍ରୀ  ଅନୁପସ୍ଥିତ ଥିବାରୁ ଟେଲିଫୋନ ଯୋଗେ ଗାଁକୁ ଅତିଶୀଘ୍ର ପାଣି ଯୋଗାଣ କରିବାକୁ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେହରେରାମ ଦାସ, ଚୈତନ୍ୟ ରଣା, ଗୁଣମଣୀ ଭାଟି, ଏକାମ୍ବର ରଣା, ଅଭିରଣା, ପିତାମ୍ବର ରଣା, ସୋମନାଥ ରଣା ଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories