www.samajalive.in
Friday, December 5, 2025
20.1 C
Bhubaneswar

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଗ୍ରହ ରାଶି ପରିବର୍ତ୍ତନ କରି ଥାଆନ୍ତି । ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ସୂର୍ଯ୍ୟ-କେତୁ ଦୀର୍ଘ ୧୮ ବର୍ଷ ପରେ କନ୍ୟା ରାଶିରେ ଏକାଠି ହେବାକୁ ଯାଉଛନ୍ତି। ସୂର୍ଯ୍ୟ-କେତୁ ୧୬ ସେପ୍ଟେମ୍ବରରେ କନ୍ୟା ରାଶିରେ ଏକାଠି ହେବେ। ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ।
ସୂର୍ଯ୍ୟଙ୍କୁ ସାହସ, ଆତ୍ମବିଶ୍ୱାସ ଓ ଶକ୍ତିର କାରକ ବୋଲି କୁହାଯାଏ । ସେହିପରି କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମ୍ୟର କାରକ ବୋଲି କୁହାଯାଏ ।

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନୂତନ ଚାକିରିର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ ।

- Advertisement -

ସିଂହ ରାଶି- ସୂର୍ଯ୍ୟ ଓ କେତୁ ଏକାଠି ହେବା ଦ୍ୱାରା ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଘରେ ସୁଖସମୃଦ୍ଧି ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କରଜରୁ ମୁକ୍ତି ମିଳିବ। ଚାକିରିରେ ଉନ୍ନତି ହେବ।

ବାସ୍‌ ଏହି ସରଳ ଉପାୟରେ ମିଳିବ ରାହୁ-କେତୁଙ୍କ ଶୁଭଫଳ : ହେବନି ସ୍ୱାସ୍ଥ୍ୟ,ଧନ ସମସ୍ୟା..

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଏହି ଯୋଗ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ହଠାତ୍‌ ଧନ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ଲାଭବାନ୍‌ ହେବେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ।

ଧନୁ – ଏହି ରାଶିଙ୍କୁ ମଧ୍ୟ ଅତ୍ୟନ୍ତ ଶୁଭଫଳ ମିଳିବ । ଉନ୍ନତି ପାଇଁ ନୂତନ ମାର୍ଗ ଖୋଲିବ । ଚାକିରିରେ ଲାଭ,ବ୍ୟବସାୟରେ ଲାଭ ସହ ଧନର ନୂଆ ସ୍ରୋତ ସାମ୍ନାକୁ ଆସିବ । ମାନ-ସମ୍ମାନ ବୃଦ୍ଧି ହେବ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories