ବାସ୍‌ ଏହି ସରଳ ଉପାୟରେ ମିଳିବ ରାହୁ-କେତୁଙ୍କ ଶୁଭଫଳ : ହେବନି ସ୍ୱାସ୍ଥ୍ୟ,ଧନ ସମସ୍ୟା..

ରାହୁ-କେତୁଙ୍କୁ ଛାୟା ଗ୍ରହ କୁହାଯାଏ । ରାହୁ ଓ କେତୁଙ୍କ କୁପ୍ରଭାବ ଜାତକରେ ରହିଲେ, ଜୀବନରେ ସମସ୍ୟା ଲାଗି ରହିଥାଏ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ । ତେବେ ଏହି ଗ୍ରହଙ୍କ ଶୁଭ ପ୍ରଭାବ ପାଇବା ପାଇଁ କିଛି ସରଳ ଉପାୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ଶୁଭଫଳ ମିଳିଥାଏ । ଶ୍ରାବଣ ମାସରେ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ । … Continue reading ବାସ୍‌ ଏହି ସରଳ ଉପାୟରେ ମିଳିବ ରାହୁ-କେତୁଙ୍କ ଶୁଭଫଳ : ହେବନି ସ୍ୱାସ୍ଥ୍ୟ,ଧନ ସମସ୍ୟା..