www.samajalive.in
Monday, December 8, 2025
13.1 C
Bhubaneswar

ଶନି ଅମାବାସ୍ୟାରେ ଏହି କାର୍ଯ୍ୟ ବର୍ଜନୀୟ

ହିନ୍ଦୁ ପୁରାଣ ଅନୁସାରେ ପ୍ରତ୍ୟେକ ମାସରେ ପଡୁଥିବା ଅମାବାସ୍ୟାର ଅନେକ ମହତ୍ତ୍ବ ଥାଏ। ୨୦୧୯ବର୍ଷର ପ୍ରଥମ ଅମାବାସ୍ୟା ୫ଜାନୁଆରୀରେ ପୌଷ ମାସରେ ପଡୁଛି। ବର୍ଷର ପ୍ରଥମ ଅମାବାସ୍ୟା ଶନିବାର ଦିନ ପଡୁଥିବାରୁ ଏହା ବିଶେଷ ଅଟେ। ଶନି ଅମାବାସ୍ୟା ଦିନ କିଛି କାର୍ଯ୍ୟ କରିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ। ସେହି ଉପାୟ କରିବା ଦ୍ବାରା ଜାତକରେ ଶନିଙ୍କ ସ୍ଥିତି ଭଲ ହୋଇଥାଏ। ଅମାବାସ୍ୟାରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି।

ଅମାବାସ୍ୟା ଦିନ ଦାନ କରିବାକୁ ବିଶେ​‌ଷ ଭାବେ ମହତ୍ତ୍ବ ଦିଆଯାଇଛି। ଏହି ଦିନ ଗରିବ ବ୍ୟକ୍ତିଙ୍କୁ ଦାନ ଦେବା ଉଚିତ। ଗରିବଙ୍କୁ କେବେ ବି ନିରାଦର କରନ୍ତୁ ନାହିଁ। ତାଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ କରିବା ଉଚିତ।

- Advertisement -

ଅମାବାସ୍ୟା ଦିନ ଆମିଷ ଓ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।

ଅମାବାସ୍ୟା ଦିନ ନିଜ ପରିବାର ସଦସ୍ୟ ଓ ଗୁରୁଜନଙ୍କ ସମ୍ମାନ କରିବା ଉଚିତ। ଏହାସହ କୌଣସି ମହିଳାଙ୍କୁ କଷ୍ଟ ଦେବା ପରି କଥା କୁହନ୍ତୁ ନାହିଁ।

ଅମାବାସ୍ୟା ଦିନ କୌଣସି ଖରାପ କାର୍ଯ୍ୟ କରନ୍ତୁ ନାହିଁ।

 

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories