ଡବଲ ଇଞ୍ଜିନ, ଡବଲ ନିରାଶା: ପୂର୍ଣ୍ଣାଙ୍ଗ ବଜେଟ ନେଇ ଏମିତି କହିଲେ ନବୀନ

ସମାଜ ଡିଜିଟାଲ ଡେସ୍କ: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ବିଜେପି ସରକାରଙ୍କ ପ୍ରଥମ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣମାଧ୍ୟମରେ ସେ କହିଛନ୍ତି ଯେ ‘ଡବଲ ଇଞ୍ଜିନ ସରକାର, ଡବଲ ନୈରାଶ୍ୟଜନକ । ରାଜ୍ୟ ବଜେଟରେ ସେମାନେ ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି । ସବିଶେଷ ତର୍ଜମା କରି କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି ।

Comments are closed.