www.samajalive.in
Monday, December 8, 2025
13.1 C
Bhubaneswar

ବର୍ଡରରେ ପାକିସ୍ତାନୀ ହରିଣ ଓ ରାଜସ୍ଥାନୀ ହରିଣ ଲଢେଇ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅନେକ ସମୟରେ ଆପଣ ଖବର କାଗଜ କିମ୍ବା ନ୍ୟୁଜ୍ ଚ୍ୟାନେଲରେ ପାକିସ୍ତାନ ସହ ଲଢେଇ ଖବର ଦେଖିଥିବେ । ପ୍ରାୟତଃ ପାକିସ୍ତାନ ସୈନିକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରନ୍ତି ବା ଆମ ଦେଶରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଏହାର କଡା ଜବାବ ଦେଇଥାଏ ଭାରତୀୟ ସେନା । ଫିଲ୍ମରେ ମଧ୍ୟ ଆପଣ ଭାରତ-ପାକିସ୍ତାନ ଲଢେଇ ଦେଖିଥିବେ । ତେବେ ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ବର୍ଡରରେ ପାକିସ୍ତାନୀ ହରିଣ ଓ ଭାରତୀୟ ହରିଣ ମଧ୍ୟରେ ଲଢେଇ ହେଉଛି ।

- Advertisement -

ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବର୍ଡରର ଦୃଶ୍ୟ ନଜର ଆସୁଛି । ବର୍ଡର ଜାଲିର ଗୋଟିଏ ପଟେ ପାକିସ୍ତାନ ଓ ଅନ୍ୟପଟେ ଭାରତ ବୋଲି କୁହାଯାଉଛି । ଉଭୟ ପଟେ ୨ ହରିଣ ପରସ୍ପର ସହ ଲଢେଇ କରୁଛନ୍ତି । ଭିଡିଓଟି ଭାଇରାଲ  ହେଉଛି । ଏପର୍ଯ୍ୟନ୍ତ ୪୭ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି ।

ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦିଅ ମମି: ସାମ୍ବାଦିକାଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories