ବାଇକ ଚଳାଇବା ସମୟରେ ପଛ ଯାତ୍ରୀ ସହ କଥାହେଲେ କଟିବ ଚାଲାଣ
ନୂଆଦିଲ୍ଲୀ : ସଡକ ସୁରକ୍ଷାକୁ ବଢାଇବା ଉଦ୍ଦେଶ୍ୟରେ ଏକ ପଦକ୍ଷେପ ଉଠାଇଛି କେରଳ ମୋଟର ବାହନ ବିଭାଗ । ତଦନୁସାରେ ବାଇକ ଚାଳକ ପଛ ସିଟରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେବା ଦଣ୍ଡନୀୟ ଅପରାଧ । ସଡକ ଦୁର୍ଘଟଣାକୁ କମ୍ କରିବା ପାଇଁ ଏମିତି ନିୟମ କରାଯାଇଛି । ତେବେ ଏଥିରେ ଖିଲାପ କଲେ କେଉଁ ଦଣ୍ଡ ଦିଆଯିବ ସେନେଇ କିଛି ଉଲ୍ଲେଖ କରାଯାଇନି । ତେବେ ଗାଡି ଚଳାଇବା ସମୟରେ ପଛରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେଲେ ଚାଳକ ଅନ୍ୟମନସ୍କ ହୋଇଥାଏ, ଯେଉଁଥିପାଇଁ ଦୁର୍ଘଟଣା ଘଟେ । ଏମିତି ମାମଲାକୁ କମ୍ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଉଠାଯାଇଛି ।
ଓଡିଶା ବଜେଟ ୨୦୨୪-୨୫: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ (ଅପଡେଟ)
Comments are closed.