ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦିଅ ମମି: ସାମ୍ବାଦିକାଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ଦିନେ ହସଖୁସିରେ ସ୍ୱାମୀ ସହ ସଂସାର କରିବେ ବୋଲି ସ୍ୱପ୍ନ ଦେଖି ପ୍ରେମ ବିବାହ କରିଥିଲେ ସାମ୍ବାଦିକା ମଧୁମିତା ପରିଡା । ଘର ଲୋକମାନେ ପିଲାଟି ଦିନରୁ ମଧୁଙ୍କୁ ଅନେକ କଷ୍ଟ କରି ମଣିଷ କରିବା ପରେ ଶେଷରେ ଝିଅ ଭଲରେ ରହିବ ବୋଲି ଭାବି ବିବାହ କରାଇଥିଲେ । ନିଜ ଇଚ୍ଛାରେ ଝିଅ ବାଛିଥିବା ପୁଅ ସହିତ ବିବାହ କରାଇଥିଲେ । ଏକ ୱେବ ଚ୍ୟାନେଲରେ କାମ କରିବା ସହ ସ୍ୱାମୀଙ୍କ … Continue reading ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦିଅ ମମି: ସାମ୍ବାଦିକାଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ