www.samajalive.in
Saturday, December 13, 2025
18.1 C
Bhubaneswar

ଟ୍ରେନରେ ସିଟକୁ ନେଇ ଝଗଡା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପ୍ରତିଦିନ ଟ୍ରେନରେ ଅନେକ ଲୋକ ଯାତ୍ରା କରନ୍ତି । କିଏ କର୍ମକ୍ଷେତ୍ରକୁ ଯାଏ ତ କିଏ ନିଜ ଘରକୁ ଫେରିଥାଏ । ଅନେକ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ଟ୍ରେନ୍ ବଡ ଭୂମିକା ଗ୍ରହଣ କରିଥାଏ । ଟ୍ରେନରେ ଅନେକ ସ୍ମୃତି ମଧ୍ୟ ଗଢିଉଠିଥାଏ । କିଛି ଭଲ, ଆଉ କିଛି ଖରାପ । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ଛାପ ଦେଖିବାକୁ ମିଳିଥାଏ । ନିକଟରେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୨ ଜଣ ଯୁବକ ଝଗଡା କରୁଛନ୍ତି ।

- Advertisement -

ଏକ୍ସରେ ଏହି ଭିଡିଓ ସେୟାର କରାଯାଇଛି ଯେଉଁଥିରେ ସିଟ୍ ପାଇଁ ୨ ଜଣ ଝଗଡା କରୁଛନ୍ତି । ଜଣେ କହୁଛନ୍ତି କି ସେ ଖାଇ ସାରିବା ପରେ ସିଟ୍ ଖାଲି କରିଦେବେ । ୫ ମିନିଟ୍ ଅପେକ୍ଷା କରିବାକୁ ସେ ଅନୁରୋଧ କରୁଛନ୍ତି । କିନ୍ତୁ ଅନ୍ୟ ଜଣେ ବ୍ୟକ୍ତି ଜୋରରେ ଚିଲ୍ଲାଇବାରେ ଲାଗିଛନ୍ତି । ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ୟୁଜର୍ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କିଛି ଲୋକ କହୁଛନ୍ତି କି ଖାଇବା ସମୟରେ କାହାକୁ ଉଠାଇବା ମହାପାପ । ଆଉ କିଛି ଲୋକ କହୁଛନ୍ତି କି ଗରିବଙ୍କୁ ସମସ୍ତେ ହଇରାଣ କରନ୍ତି । ତେବେ ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ରାଜଧାନୀରେ ଧରାପଡିଲେ କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ; କରୁଥିଲେ ଲୁଟ୍‌..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories