ରାଜଧାନୀରେ ଧରାପଡିଲେ କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ; କରୁଥିଲେ ଲୁଟ୍‌..

ଭୁବନେଶ୍ୱର : କମିଶନରେଟ୍‌ ପୁଲିସ ହାତରେ ଧରାପଡିଛନ୍ତି କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ୩ ହାର୍ଡକୋର୍‌ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା ମିଳିଛି । ୩ ଜଣଙ୍କ ଠାରୁ ୪ଟି ସୁନା ଚେନ୍‌, ମୋବାଇଲ, ବାଇକ ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ପ୍ରାୟ ୪୦ଟି ମାମଲା ରହିଛି । ଏମାନେ ଜାମିନ୍‌ ରେ ମୁକୁଳିଥିଲେ ବୋଲି … Continue reading ରାଜଧାନୀରେ ଧରାପଡିଲେ କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ; କରୁଥିଲେ ଲୁଟ୍‌..