www.samajalive.in
Sunday, December 7, 2025
23.1 C
Bhubaneswar

ନକଲି ଚା’ପତି କାରଖାନା ଠାବ

ସମାଜ ଡିଜିଟାଲ ଡେସ୍କ: ଜବରଦଖଲ ଉଚ୍ଛେଦ ବେଳେ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ପତି କାରଖାନା ଠାବ ହୋଇଛି । ନକଲି ଚା ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ଠାବ ହୋଇଛି । ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି ଭାବେ ତିଆରି ହୋଇ ବଜାରରେ ବିକ୍ରି ହେଉଥିଲା । ଜବରଦଖଲ ଉଚ୍ଛେଦ ବେଳେ ଏକ ଘରେ ନକଲି ଚା ପତି ତିଆରି ହେଉଥିବା ଜଣାପଡିଥିଲା । ସିଏମସି ଏକ ଟିମ୍‍ ପହଞ୍ଚି ବିପୁଳ ପରିମାଣରେ ନକଲି ଚା ପତି ସବୁ ଜବତ କରିଛନ୍ତି ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories