www.samajalive.in
Sunday, December 14, 2025
23.1 C
Bhubaneswar

ମୁକ୍ତିଲାଭ କଲା ନୂଆ ମ୍ୟୁଜିକ୍ ଭିଡିଓ ‘ଅବୁଝା ମନ’

ଭୁବନେଶ୍ଵର: ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ ‘ଅବୁଝା ମନ’। ଅନ୍ବେଷା ପ୍ରଡକ୍ସନ୍ସ ଦ୍ଵାରା ନିର୍ମିତ ଏହି ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ନୂଆ ତଥା ଯୁବ କଣ୍ଠଶିଳ୍ପୀ କମଲ୍‌ ପ୍ରସାଦ ମିଶ୍ର। ଅନ୍ବେଷା ପ୍ରଡକ୍ସନ୍ସ ୟୁଟ୍ୟୁବ ଚ୍ୟାନେଲରେ ବୁଧବାର ରିଲିଜ୍‌ ହୋଇଛି ଏହି ଗୀତ। ପ୍ରଦୀପ କୁମାର ଏହାର ଗୀତ ରଚନା କରିଥିବାବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି ଅଭିଷେକ ସାହୁ। ଷ୍ଟୁଡିଓ ଚନ୍ଦ୍ରଶେଖରରେ ଡବିଂ ହୋଇଥିବା ଏହି ମ୍ୟୁଜିକ ଭିଡିଓର ପ୍ରଡକ୍ସନ ମ୍ୟାନେଜମେଣ୍ଟ ଦାୟିତ୍ଵରେ ଅଛନ୍ତି ପ୍ରଭାତ କୁମାର। ନବାଗତମାନଙ୍କ ଦ୍ଵାରା ପ୍ରସ୍ତୁତ ଏହି ଗୀତ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ନିର୍ମାତା ଆଶା ପୋଷଣ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories