www.samajalive.in
Saturday, December 6, 2025
17.1 C
Bhubaneswar

ଦାରିଦ୍ର୍ୟ ଦୂରୀକରଣରେ ଓଡିଶା ଆଗୁଆ: ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଦାରିଦ୍ର‌୍ୟ ଦୂରୀକରଣରେ ଓଡିଶା ଆଗୁଆ । ଏନେଇ ସୋମବାର ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୦୨୩-୨୪ରେ ଦାରିଦ୍ର‌୍ୟ ଦୂରୀକରଣରେ ଓଡିଶା ଆଗୁଆ ବୋଲି ଏକ୍ସରେ ଶେୟାର କରିଛନ୍ତି ନବୀନ ପଟ୍ଟନାୟକ । ନୀତି ଆୟୋଗ ସୂଚକାଙ୍କରୁ ଏ ନେଇ ସୂଚନା ମିଳିଛି ।

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଏସବୁ ଜିଲାରେ ବର୍ଷିବ…

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories