www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ..

ଆରମ୍ଭ ହେଲା ଆଡପ ଦର୍ଶନ..

- Advertisement -

ଆଡପ ମଣ୍ଡପରେ ଦର୍ଶନ ଲାଗି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼..

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ..

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ..

ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ବାଜିପାରେ ମୋହର..

କଲମପୁର ପରୁଆଗୁଡ଼ା ଗାଁରେ ଅଭାବନୀୟ ଘଟଣା..

ପୁର୍ବ ଶତୃତାକୁ କେନ୍ଦ୍ର କରି ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ..

ପୁରୀ ବଡଦାଣ୍ଡରେ ଅଘଟଣ: ଦୁଇ ମହିଳା ସଫେଇ କର୍ମଚାରୀଙ୍କୁ ୫୦ମିଟର ଘୋଷାଡି ନେଲା ଦ୍ରୁତଗାମୀ କାର..

ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମେଡିକାଲରେ ଭର୍ତ୍ତି..

୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..

ପଦ୍ମପୁର ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଅଭାବନୀୟ ଘଟଣା..

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ..

କୋଇଡା ଥାନା ରେଙ୍ଗାଲବେଢା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା..

ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା, ଦୁର୍ଘଟଣାରେ ପରିବାରର ୩ ମୃତ, ପୂର୍ବତନ ସରପଞ୍ଚଙ୍କ ସମେତ ୨ ଗୁରୁତର..

ବଲାଙ୍ଗୀରରେ ଅଘଟଣ: ବସ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ ବସ୍: ୪ ଆହତ..

ଉତ୍ତରପ୍ରଦେଶରେ ବସ୍ କୁ ଧକ୍କା ଦେଲା ଟ୍ୟାଙ୍କର: ୧୮ ମୃତ, ୩୦ ଆହତଙ୍କୁ ନିକଟସ୍ଥ ମେଡିକାଲ​‌ରେ ଭର୍ତ୍ତି..

ଗଞ୍ଜାମରେ ଗହଣା ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ..

୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ନେଇ ଫେରାର ଲୁଟେରା..

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ..

ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ କମିଟି..

ରାଇରଙ୍ଗପୁର: ହାଇଓ୍ବା ଧକ୍କାରେ ଝିଅ ମୃତ, ବାପା ଓ ମା’ ଆହତ, ବାସିଙ୍ଗି ଗାଁ ଭୂର୍ସା ନିକଟରେ ଘଟିଛି ଦୁର୍ଘଟଣା..

ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories