୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..

ଦେବ ଗୁରୁ ବୃହସ୍ପତି ୧ ମେ’ରେ ବୃଷ ରାଶିରେ ପ୍ରବେଶ କରିଥିଲେ ଓ ୧୩ ମେ’ ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ବୃହସ୍ପତି ଏଠାରେ କୁବେର ଯୋଗ ସୃଷ୍ଟି କରୁଛନ୍ତି। ଜାତକରେ ୨ୟ ତଥା ୧୧ ଭାଗରେ ସ୍ୱାମୀ ନିଜ ରାଶି କିମ୍ବା ଉଚ୍ଚ ରାଶିରେ ରହିଲେ କିମ୍ବା ୨ୟ ୧୧ ଭାଗରେ ସ୍ୱାମୀଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ରାଶି ବିନିମୟ ହେବା ଦ୍ୱାରା କୁବେର ଯୋଗ ସୃଷ୍ଟି ହୋଇଥାଏ। ଜାତକରେ କୁବେର ଯୋଗ ସୃଷ୍ଟି … Continue reading ୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..