www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ମୃତ୍ୟୁର ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି, ଯାହା ଖୁବ୍ ହୃଦୟବିଦାରକ। କେତେ ବେଳେ ଜିମରେ ତ କେତେବେଳେ ରାସ୍ତାରେ ଗାଡି ଚାଳନା ବେଳେ ହଠାତ୍ ଲୋକଙ୍କ ଜୀବନ ଚାଲି ଯାଉଛି। ଅଧିକାଂଶ ହଠାତ୍ ହେଉଥିବା ମୃତ୍ୟୁ ହୃଦଘାତ ପାଇଁ ହେଉଛି ବୋଲି ଜଣାପଡିଛି। ନିକଟରେ ଏଭଳି ହିଁ ଏକ ଭିିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।


ଭିଡିଓରେ ଦେଖିପାରିବେ, ଜଣେ ଯୁବକ କାନ୍ଧରେ ବ୍ୟାଗ୍ ପକାଇ ଯାଉଥିଲେ। ମାତ୍ର ହଠାତ୍ ଏପରି କିଛି ଘଟିଲା, ଯାହା କେବେ କେହି ମଧ୍ୟ ଭାବି ନଥିବେ। ଯୁବକ ଜଣକ ଚାଲି କରି ଯାଉଥିବା ସମୟରେ ହଠାତ୍ ପଡି ଯାଉଛନ୍ତି। ତାଙ୍କର ମୃତ୍ୟୁର ହୋଇ ଯାଉଛି। ହୃଦଘାତ ପାଇଁ ଏଭଳି ଘଟିଥିବା କୁହାଯାଉଛି। ମାତ୍ର ଏନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ।
ଏହି ଭିଡିଓଟିକୁ ଏକ୍ସରେ ଶେୟାର କରାଯାଇଛି। ଲୋକେ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରି ଭିନ୍ନ ଭିନ୍ନ ମତ ଦେଇଛନ୍ତି।

- Advertisement -

https://samajalive.in/viral-video-story-23/576468.html

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories