ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ..
ପୁରୀରେ ଆଜି ପୁଣି ଆରମ୍ଭ ହେଲା ରଥଟଣା..
ପ୍ରଥମେ ଯାଉଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ..
ପଛେ ପଛେ ଆସୁଛି ମା ସୁଭଦ୍ରାଙ୍କ ଦର୍ପଦଳନ..
ରଥରେ ତିନି ଠାକୁରଙ୍କୁ ଦେଖି ଭାବବିହ୍ୱଳ ଭକ୍ତ..
ଆଜି ଟଣା ଯିବ କେନ୍ଦ୍ରାପଡାର ଶ୍ରୀବଳଦେବଜିଉଙ୍କର ବ୍ରହ୍ମତାଳଧ୍ବଜ ରଥ..
ସକାଳୁ ସମୁଦ୍ର କୂଳରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଜୁଲାଇ ୮ରୁ କେତୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ ; ହଠାତ୍ ମିଳିବ ଧନ, ଚାକିରି..
ନିର୍ବାଚନ ପରାଜୟ ପରେ ବିଜେଡିର ଘର ସଜଡା ଆରମ୍ଭ : ସବୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କୁ ହଟାଇଲେ ସଭାପତି ନବୀନ ପଟ୍ଟନାୟକ..
ସନ୍ତୃପ୍ତ ମିଶ୍ରଙ୍କୁ କଲେ ନିଜର ରାଜନୈତିକ ସଚିବ.. ୧୪ ନେତାଙ୍କୁ ରାଜ୍ୟ ଓ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ଵ..
ଆଜି ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ମସ୍କୋରେ ୨୨ତମ ଭାରତ-ରୁଷ୍ ବର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ..
ଦୁଇ ଦେଶ ମଧ୍ୟରେ ବହୁମୂଖୀ ସମ୍ପର୍କର ହେବ ସମୀକ୍ଷା..
https://samajalive.in/viral-video-story-23/576468.html



