www.samajalive.in
Sunday, December 7, 2025
14.1 C
Bhubaneswar

୧ ଜୁଲାଇରୁ ବଢିବ ହିରୋ ବାଇକ୍ ଓ ସ୍କୁଟର ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଖୁବ୍ ଶୀଘ୍ର ନିଜ ମୋଟରସାଇକେଲ ଓ ସ୍କୁଟରର ଦାମ୍ ବଢାଇବାକୁ ଯାଉଛି । କମ୍ପାନୀ ତରଫରୁ ୧ ଜୁଲାଇରୁ ଗାଡିର ଦାମ୍ ବଢାଯିବ । ହିରୋ ମୋଟୋକର୍ପ ସୂଚନା ଦେଇଛି କି କମ୍ପାନୀ ୧ ଜୁଲାଇରୁ ନିଜ ବାଇକ ଓ ସ୍କୁଟର ଦାମ୍ ବଢାଇବାକୁ ଯାଉଛି । ଗାଡିର କଞ୍ଚାମାଲ ଦାମ୍ ବଢୁଥିବାରୁ ଗାଡିର ଦାମ୍ ଉପରେ ପ୍ରଭାବ ପଡୁଛି ବୋଲି କମ୍ପାନୀ ସୂଚନା ଦେଇଛି । ହିରୋ ମୋଟୋକର୍ପ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସମସ୍ତ ଗାଡିର ଦାମ୍ ୧୫୦୦ ଟଙ୍କା ପର୍ଯ୍ୟନ୍ତ  ବଢିବ । ତେବେ ସବୁ ମଡେଲରେ ସମାନ ବୃଦ୍ଧି ହେବନି ବୋଲି କମ୍ପାନୀ ସୂଚନା ଦେଇଛି  । କହିରଖୁଛୁ କମ୍ପାନୀର ପୋର୍ଟଫୋଲିଓରେ ଏଣ୍ଟ୍ରି ବଜେଟ୍ ବାଇକ୍ ଓ ସ୍କୁଟରଠୁ ଆରମ୍ଭ କରି ଦାମୀ ବାଇକ୍ ମଧ୍ୟ ସାମିଲ ଅଛି ।

ଜମି ବିବାଦର ସମାଧାନ କରିବାକୁ ଆସିଥିଲେ ତହସିଲଦାର, ଚାପୁଡ଼ା କଷିଲେ କୃଷକ: ଭିଡିଓ ଭାଇରାଲ

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories