ଜମି ବିବାଦର ସମାଧାନ କରିବାକୁ ଆସିଥିଲେ ତହସିଲଦାର, ଚାପୁଡ଼ା କଷିଲେ କୃଷକ: ଭିଡିଓ ଭାଇରାଲ

ଲକ୍ଷ୍ନୌ: ଜମି ବିବାଦର ସମାଧାନ କରିବାକୁ ଆସି ହଟହଟା ହେଲେ ତହସିଲଦାର। କୃଷକଙ୍କୁଠାରୁ ଖାଇଲେ ମାଡ। ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦରେ। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି। କୃଷକ ତହସିଲଦାରଙ୍କୁ ଦୁଇଟି ଚାପୁଡ଼ା ମାରୁଛନ୍ତି ଏବଂ ତହସିଲଦାର ତଳେ ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୁଲିସ ଏବଂ ରାଜସ୍ୱ ବିଭାଗର ଅନେକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପୁଲିସ ଅଭିଯୁକ୍ତ କୃଷକଙ୍କୁ ଗିରଫ କରିଛି। #Firozabad में तहसीलदार … Continue reading ଜମି ବିବାଦର ସମାଧାନ କରିବାକୁ ଆସିଥିଲେ ତହସିଲଦାର, ଚାପୁଡ଼ା କଷିଲେ କୃଷକ: ଭିଡିଓ ଭାଇରାଲ