www.samajalive.in
Saturday, December 6, 2025
26.1 C
Bhubaneswar

ଆଉ ମାତ୍ର ୨୪ ଘଣ୍ଟା ପରେ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ବୁଧ, ମିଳିବ ଧନ, ଚାକିରି..

ବୁଧ ବୁଦ୍ଧି, ବ୍ୟବସାୟ ଓ ବାଣୀର କାରକ। ତେଣୁ ବୁଧ ରାଶି ପରିବର୍ତ୍ତନ ଲୋକଙ୍କର ଆର୍ଥିକ ସ୍ଥିତି, କର୍ମକ୍ଷେତ୍ର, ବାଣୀ ଉପରେ ପ୍ରଭାବ ପକାଇଥାଏ। ଏହି ସମୟରେ ବୁଧ ମିଥୁନ ରାଶିରେ ରହିଛନ୍ତି। ୨ ଜୁନରେ ବୁଧ ଅସ୍ତ ହୋଇଥିବା ବେଳେ ୨୫ ଜୁନରେ ବୁଧ ଉଦୟ ହେବେ। ବୁଧ ଉଦୟ ହେବା ପରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ଏହି ରାଶି ମାନଙ୍କୁ ଚାକିରି, ବ୍ୟବସାୟରେ ଖୁବ୍ ଉନ୍ନତି ହେବ। ଆୟ ବୃଦ୍ଧି ହେବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ପୁରୁଣା ସମସ୍ୟା ଦୂର ହେବ। ଜାଣନ୍ତୁ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ଜୀବନରେ ସକରାତ୍ମକ ଶକ୍ତି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ନିଜ ବାଣୀ ଯୋଗୁଁ ସଫଳତା ପାଇବେ। ପରିବାରରେ ଥିବା ସମସ୍ୟା ଦୂର ହେବ। ସୁଖମୟ ଜୀବନ ମିଳିବ। ଚାକିରି, ବ୍ୟବସାୟରେ ଉନ୍ନତି ହେବ। ନୂତନ ଚାକିରିର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ।

ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

- Advertisement -

ସିଂହ – କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଥିବା ଉତ୍ଥାନପତନ ଦୂର ହେବ। ଖୁବ୍ ଶୁଭ ସମୟ ରହିଛି। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ଆୟରେ ବୃଦ୍ଧି ହେବ। ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ବ୍ୟବସାୟ ପାଇଁ ଉତ୍ତମ ସମୟ। ପରିଜନଙ୍କ ସହଯୋଗ ମିଳିବ। ସମ୍ପର୍କ ମଜଭୁତ ହେବ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରାପ୍ତି ହେବ। ଯେଉଁ କାମ ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ, ତାହା ସହଜରେ ପୂରଣ ହେବ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭଙ୍କର। ନୂତନ ଅବସର ମିଳିବ। ଦରମା ବୃଦ୍ଧି ହେବ। ବିଦେଶ ଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ।

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories