www.samajalive.in
Wednesday, December 10, 2025
23.1 C
Bhubaneswar

ଗରମରୁ ରକ୍ଷା ପାଇଁ ଭିନ୍ନ ଉପାୟ, ଭିଡିଓ ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ : ଦେଶରେ ଅନେକ ରାଜ୍ୟରେ ଏବେ ବି ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି । ତେଣୁ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି । ସମସ୍ତେ ଏହି ଭିଡିଓ ଦେଖି ହସି ହସି ଗଡିଯାଉଛନ୍ତି ।

 

View this post on Instagram

 

A post shared by fun with singh (@fun.with.singh)

- Advertisement -

ଭିଡିଓଟି ରାଜସ୍ଥାନର ଜୋଧପୁରର । ଏଠାରେ ଜଣେ ବ୍ୟକ୍ତି ଗରମରୁ ରକ୍ଷା ପାଇବା ପାଇଁ ଅଜବ ଉପାୟ ବାହାର କରିଛନ୍ତି । ସେ ଏକ ଅସ୍ଥାୟୀ ଶାଓ୍ବର ଲଗାଇଛନ୍ତି ଏବଂ ଏହି ଦୃଶ୍ୟ ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି । ସେ ନିଜ ସ୍କୁଟରରେ ଏହାକୁ ଲଗାଇଛନ୍ତି ଏବଂ ସେଥିରୁ ପାଣି ବାହାରୁଥିବା ନଜର ଆସୁଛି । ସମସ୍ତେ ତାଙ୍କର ଏହି ଉପାୟକୁ ପ୍ରଶଂସା କରୁଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏହାକୁ ପସନ୍ଦ କରିବା ସହ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories