www.samajalive.in
Saturday, December 13, 2025
26.1 C
Bhubaneswar

ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ ରାହୁଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ରାହୁୁ ଦେଢ ବର୍ଷକୁ ଥରେ ଚଳନ କରି ଥାଆନ୍ତି। ସର୍ବଦା ବକ୍ରିି ହୋଇ ଚଳନ କରି ଥାଆନ୍ତି। ଜାତକରେ ରାହୁଙ୍କ ସ୍ଥିତି କାରଣରୁ ଗରିବ ଧନୀ ସହ ଧନୀ ଗରିବ ହୋଇଥାଏ। ରାହୁ ୨୦୨୩ରେ ଚଳନ କରି ମୀନ ରାଶିରେ ପ୍ରବେଶ କରିଥିଲେ। ୧୮ ମେ ୨୦୨୫ ପର୍ଯ୍ୟନ୍ତ ରାହୁ ମୀନ ରାଶିରେ ହିଁ ରହିବେ। ମାତ୍ର ଏହି ସମୟ ମଧ୍ୟରେ ରାହୁ ନକ୍ଷତ୍ର ପରିବର୍ତ୍ତନ କରିବେ।

ରାହୁ ୮ ଜୁଲାଇରେ ନକ୍ଷତ୍ର ପରିବର୍ତ୍ତନ କରିବେ। ରାହୁ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଉତ୍ତରା ଭାଦ୍ରପଦ ନକ୍ଷତ୍ରର ସ୍ୱାମୀ ଶନି ଅଟନ୍ତି। ରାହୁ ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବା ପରେ ଅନେକ ପରିବର୍ତ୍ତନ ହେବ। ଏହି ନକ୍ଷତ୍ର ସଫଳତା, ଆଧ୍ୟାତ୍ମିକତା ଓ ହଠାତ୍ ଧନ ପ୍ରାପ୍ତିର କାରକ ଅଟନ୍ତି। ଜାଣନ୍ତୁ ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ..

- Advertisement -

ବୃଷ – ବୃଷ ରାଶିର ସ୍ୱାମୀ ଶୁକ୍ର। ଯାହା ରାହୁଙ୍କ ମିତ୍ର ଗ୍ରହ। ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଧନ ଲାଭ ହେବ। ଅଧିକ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଟଙ୍କା ନିବେଶ ଲାଭଦାୟକ ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।

ଜୁନରେ ବୁଧ-ଶୁକ୍ର ଏକାଠି ; ଏହି ୩ ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ବଢିବ ଦରମା..

ତୁଳା – ତୁଳା ରାଶିର ସ୍ୱାମୀ ଶୁକ୍ର। ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ। ଆୟରେ ବୃଦ୍ଧି ହେବ। ଆୟର ନୂଆ ରାସ୍ତା ଖୋଲିବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ। ବିଦେଶରେ ବ୍ୟବସାୟ କରୁଥିଲେ ଲାଭାବାନ୍ ହେବେ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ଅଟକି ଥିବା କାମ ପୂରଣ ହେବ। କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories