www.samajalive.in
Saturday, December 13, 2025
21.1 C
Bhubaneswar

ସ୍ମିଥ୍‌ଙ୍କ ଉପରୁ ବିପିଏଲ୍‌ କଟକଣା ଉଠିଲା

ଢାକା : ଆଇସିସି ଦ୍ବାରା ଏକ ବର୍ଷ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଖେଳିବେ ବୋଲି ଜଣାପଡିଛି। ପାକ୍‌ ଖେଳାଳି ସୋଏବ ମାଲିକଙ୍କ ବଦଳ ଖେଳାଳିଭାବେ ସ୍ମିଥ୍‌ କୋମିଲା ଭିକ୍ଟୋରିଆନ୍‌ସ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ଅନ୍ୟ ଫ୍ରାଞ୍ଚାଇଜିଙ୍କ ଅଭିଯୋଗକ୍ରମେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବରୁ ସ୍ମିଥ୍‌ଙ୍କ ଅଂଶଗ୍ରହଣ ଉପରେ କଟକଣା ଲାଗୁ କରିଥିଲେ। ବର୍ତ୍ତମାନ ଫ୍ରାଞ୍ଚାଇଜିଗୁଡିକ ପକ୍ଷରୁ ଅଭିଯୋଗ ପ୍ରତ୍ୟାହାର ହେବାପରେ ସ୍ମିଥ୍‌ଙ୍କୁ ବିପିଏଲରେ ଭାଗନେବାକୁ ବିସିବି କର୍ତ୍ତୃପକ୍ଷ ପୁଣି ଅନୁମତି ଦେଇଛନ୍ତି। ଜାନୁଆରୀ ୫ରୁ ବିପିଏଲର ଆଗାମୀ ସଂସ୍କରଣ ଆରମ୍ଭ ହେବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories