www.samajalive.in
Saturday, December 13, 2025
23.1 C
Bhubaneswar

କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ

ନୂଆଦିଲ୍ଲୀ- ଅନେକ ଦିନ ଧରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ସୁନାଦର ପୁଣି ହ୍ରାସ ପାଇଛି । ଶନିବାରରେ ସୁନାଦର ହ୍ରାସ ପାଇଥିବା ସୂଚନା ମିଳିଛି । ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ୧୯୦୦ ଟଙ୍କା ହ୍ରାସ ପାଇଛି ।

ସେହିପରି ୨୪ କ୍ୟାରେଟ୍‌ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୨୦୮୦ ଟଙ୍କା ହ୍ରାସ ପାଇଛି । ୧୦୦ ଗ୍ରାମକୁ ଏହା ୨୦,୮୦୦ ଟଙ୍କା ହ୍ରାସ ପାଇଛି । ୧୮ କ୍ୟାରେଟ୍‌ ସୁନା ଦର ୧୫୫୦ ଟଙ୍କା ହ୍ରାସ ପାଇଛି । ଏବେ ପ୍ରତି ୧୦ ଗ୍ରାସ ୧୮ କ୍ୟାରେଟ ସୁନାଦର ୫୩,୭୬୦ ଟଙ୍କାରେ ପହଞ୍ଚିଛି ।

- Advertisement -

ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଛି । ରଏଟରର ଖବର ଅନୁସାରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରାୟ ୧.୮ ପ୍ରତିଶତ ହ୍ରାସ ପାଇଛି । ପ୍ଲାଟିନମ୍‌ର ମୂଲ୍ୟ ୧.୩ ପ୍ରତିଶତ ହ୍ରାସ ପାଇଛି ।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories