www.samajalive.in
Sunday, December 14, 2025
14.1 C
Bhubaneswar

୪୮ ଭୋଟ୍‌ରେ ଜିତିଲେ ରବୀନ୍ଦ୍ର

ମୁମ୍ବଇ: ମହାରାଷ୍ଟ୍ରର ଉତ୍ତର ପଶ୍ଚିମ ମୁମ୍ବଇ ଲୋକସଭା ଆସନରୁ ଶିବସେନାର ରବୀନ୍ଦ୍ର ୱାୟକର ମାତ୍ର ୪୮ଟି ଭୋଟ୍‌ ବ୍ୟବଧାନରେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ୍‌ କୀର୍ତ୍ତିକରଙ୍କୁ ପରାସ୍ତ କରିଥିବା ଜଣାପଡ଼ିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୱାୟକରଙ୍କୁ ୪ ଲକ୍ଷ ୫୨ ହଜାର ୬୪୪ଟି ଭୋଟ୍‌ ମିଳିଥିବା ବେଳେ ଅମୋଲ୍‌ଙ୍କୁ ୪ ଲକ୍ଷ ୫୨ ହଜାର ୫୯୬ଟି ଭୋଟ୍‌ ମିଳିଥିଲା। ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୯ଟି ଓ କଂଗ୍ରେସ ୧୩ଟି ଆସନରୁ ବିଜୟୀ ହୋଇଛି। ୱାୟକର ପୂର୍ବରୁ ପୂର୍ବ ଯୋଗେଶ୍ବରୀ ଆସନରୁ ବିଧାୟକ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories