ନର୍ଲା ନିର୍ବାଚନ ମଣ୍ଡଳୀ ; ବିଜୁ ଜନତା ଦଳ ପ୍ରାର୍ଥୀନୀ ମନୋରମା ମହାନ୍ତି ଆଗୁଆ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ମନୋରମା ମହାନ୍ତି ଆଗୁଆ ରହିଛନ୍ତି।୧୧ନଂ ରାଉଣ୍ଡରେ ୬୫୧୧ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଭକ୍ତ ଚରଣ ଦାସଙ୍କ ଠାରୁ ଆଗୁଆ ରହିଛନ୍ତି।

୫ ଜୁନ ମହାପ୍ରଭୁଙ୍କ ବନକଲାଗି ନୀତି ; ସର୍ବସାଧାରଣ ଦର୍ଶନ ବନ୍ଦ..

Comments are closed.