୫ ଜୁନ ମହାପ୍ରଭୁଙ୍କ ବନକଲାଗି ନୀତି ; ସର୍ବସାଧାରଣ ଦର୍ଶନ ବନ୍ଦ..

ପୁରୀ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ୫ ଜୁନ ବୁଧବାରରେ ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକାରୁ ରାତ୍ର ଘ.୧୦.୩୦ ମିନିଟ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..