www.samajalive.in
Sunday, December 14, 2025
26.1 C
Bhubaneswar

ୱାୟନାଡ, ରାଏବରେଲିରେ ରାହୁଲଙ୍କ ସ୍ଥିତି ମଜଭୁତ, ଲକ୍ଷାଧିକ ଭୋଟରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ସ୍ଥିତି ମଜଭୁତ ରହିଛି। ଉଭୟ ୱାୟନାଡ ଏବଂ ରାଏବରେଲୀରୁ ରାହୁଲ ଏଥର ସାଂସଦ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିବାବେଳେ ଉଭୟ ସ୍ଥାନରେ ସେ ବହୁ ଆଗରେ ରହିଛନ୍ତି।

ୱାୟନାଡରେ ରାହୁଲ ୩ ଲକ୍ଷ ୧୩ ହଜାର ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ସିପିଆଇ ପ୍ରାର୍ଥୀ ଆନ୍ନି ରାଜାଙ୍କଠାରୁ ଆଗରେ ରହିଛନ୍ତି। ଏଠାରେ ରାହୁଲ ୫ ଲକ୍ଷ ୭୮ ହଜାର ୩୪୫ ଭୋଟ ପାଇଛନ୍ତି। ସେହିପରି ରାଏବରେଲୀରେ ବି ରାହୁଲ ଆଗରେ ଅଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କଠାରୁ ୨ ଲକ୍ଷ ୩୮ ହଜାର ୮୮୯ ଭୋଟରେ ଆଗରେ ରହିଛନ୍ତି। ଅପରାହ୍ନ ୨ଟା ସୁଦ୍ଧା ଏଠାରେ ରାହୁଲ ୪ ଲକ୍ଷ ୫୫ ହଜାର ୫୧୦ ଭୋଟ ପାଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories